ରିଙ୍କି ହତ୍ୟା ମାମଲା: ପୁଲିସ ହାତରେ ଶବ ବ୍ୟବଚ୍ଛେଦ ରିପୋର୍ଟ

ମୃତ୍ୟୁ ପୂର୍ବରୁ ଧସ୍ତାଧସ୍ତି ହୋଇଥିବା ସନ୍ଦେହ ଭୁବନେଶ୍ବର : ରାଜଧାନୀର ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ହାଉସିଂ ବୋର୍ଡରେ ରିଙ୍କି ଓରଫ୍ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ହତ୍ୟା ଘଟଣାରେ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ରିଙ୍କିଙ୍କ ଶରୀରରେ ଏକାଧିକ ଆଘାତ ଥିବା ରିପୋର୍ଟରୁ ଜଣାପଡ଼ିଛି। ବାମ ହାତରେ ଛୁରାମାଡ଼ର ଗଭୀର ଆଘାତ ଲାଗିଛି। ଏଥିରୁ ଅନୁମାନ କରାଯାଉଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଛାତି କିମ୍ବା ବେକକୁ ଆକ୍ରମଣ କରିବା … Continue reading ରିଙ୍କି ହତ୍ୟା ମାମଲା: ପୁଲିସ ହାତରେ ଶବ ବ୍ୟବଚ୍ଛେଦ ରିପୋର୍ଟ